ପ୍ରଣବ ଓ ଶର୍ମିଷ୍ଠାଙ୍କ ପାଣ୍ଠିରେ ବଲେ ବଲେ ଢାବା! | Odisha Reporter
ନେତାଙ୍କ ସ୍ବାର୍ଥ ପାଇଁ ବଳି ପଡ଼ିଗଲା ସରକାରୀ ନିୟମ ! ବଲେ ବଲେ ଢାବାକୁ ମିଳିଥିଲା ସାଂସଦ ଓ ବିଧାୟକଙ୍କ ହାତପାଣ୍ଠି ଅନୁଦାନ ! ପୂର୍ବତନ ଧର୍ମଶାଳା ବିଧାୟକ ଓ ପୂର୍ବତନ ଯାଜପୁର ସାଂସଦ ଦେଇଥିଲେ ଟଙ୍କା ! ନେତାଙ୍କ ସ୍ବାର୍ଥ ପାଇଁ ନିମୟକୁ ଫୁ କରିଦେଲା ଡିଆରଡିଏ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
