Advertisment

ପ୍ରଣବ ଓ ଶର୍ମିଷ୍ଠାଙ୍କ ପାଣ୍ଠିରେ ବଲେ ବଲେ ଢାବା !

ବଲେ ବଲେ ଢାବାକୁ ମିଳିଥିଲା ସାଂସଦ ଓ ବିଧାୟକଙ୍କ ହାତପାଣ୍ଠି ଅନୁଦାନ !

Advertisment

ନେତାଙ୍କ ସ୍ବାର୍ଥ ପାଇଁ ବଳି ପଡ଼ିଗଲା ସରକାରୀ ନିୟମ ! ବଲେ ବଲେ ଢାବାକୁ ମିଳିଥିଲା ସାଂସଦ ଓ ବିଧାୟକଙ୍କ ହାତପାଣ୍ଠି ଅନୁଦାନ ! ପୂର୍ବତନ ଧର୍ମଶାଳା ବିଧାୟକ ଓ ପୂର୍ବତନ ଯାଜପୁର ସାଂସଦ ଦେଇଥିଲେ ଟଙ୍କା ! ନେତାଙ୍କ ସ୍ବାର୍ଥ ପାଇଁ ନିମୟକୁ ଫୁ କରିଦେଲା ଡିଆରଡିଏ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Jajpur Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe