ବଲେ ବଲେ ଢାବାରେ ଖଟ ପଡ଼ିଥିଲା କ'ଣ ପାଇଁ ? ରେଷ୍ଟୁରାଣ୍ଟରୁ ହେଲା ରଙ୍ଗଶାଳା । ବିଡିଓ କହିଲେ, ଏହା ଢାବା ନୁହେଁ ଫୁଡକୋର୍ଟ ହେବାର ଥିଲା। ହେଲେ ତାହା ନକରି ଢାବା ନାଁରେ କିଛି ଦିନ ଚାଲିଲା। ପରେ ଏହା ଏସି ଫ୍ୟାମିଲି ରେଷ୍ଟୁରାଣ୍ଟ ହେଲା। ଦେଖନ୍ତୁ ପୂରା ରିପୋର୍ଟ।