Barabati BJD Candidate Prakash Behera Supporters Work for BJP in Election | Odisha Reporter |
ସାଲେପୁରର ନେତା ପ୍ରକାଶ ବେହେରା ବିଜେପି ଛାଡି ବିଜେଡିକୁ ଚାଲିଗଲେ । ପ୍ରତିଶୃତି ଦେଇଥିଲେ ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଟିକେଟ ପାଇ ଲଢ଼ିବେ । ହେଲେ ଟିକେଟ ପାଇଲେ ଅଲଗା ନିର୍ବାଚନ ମଣ୍ଡଳିରୁ । ତେବେ ଯେଉଁ କର୍ମୀମାନଙ୍କୁ ନେଇ ବିଜେଡିରେ ମିଶାଇଥିଲେ ଏବେ ସେହି କର୍ମୀମାନେ ବିଜେଡି ନୁହେଁ ବରଂ ନିଜ ଦଳ ବିଜେପି ପାଇଁ କାମ କରିବେ ଏବଂ ଯେଉଁ ନେତାଙ୍କୁ ଦଳ ଟିକେଟ ଦେବ ତାଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି । କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳିରେ ପ୍ରକାଶଙ୍କ ସମର୍ଥକ ବୈଠକ କରି ବିଜେପିରେ ରହିବାକୁ ନିଷ୍ପତ୍ତି କରିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
