Advertisment

ବାଲେଶ୍ୱରରେ ଜଳିଲା ନବୀନ ଓଡ଼ିଶା ବ୍ୟାଗ

ଯୋଗ୍ୟ ହିତାଧିକାରୀଙ୍କୁ ରାସନ ଚାଉଳ ମିଳୁନି, କିନ୍ତୁ ସରକାର ବ୍ୟାଗ୍ ବାଣ୍ଟିବାରେ ବ୍ୟସ୍ତ।

author-image
Manoj Swain

ଯୋଗ୍ୟ ହିତାଧିକାରୀଙ୍କୁ ରାସନ ଚାଉଳ ମିଳୁନି, କିନ୍ତୁ ସରକାର ବ୍ୟାଗ୍ ବାଣ୍ଟିବାରେ ବ୍ୟସ୍ତ। ଏମିତି କିଛି ଅଭିଯୋଗ ଆଣି ତାତିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଡା ପଞ୍ଚାୟତର ଲୋକେ। ଦେଖନ୍ତୁ ପୂରା ରିପୋର୍ଟ।

Advertisment
Odisha Balasore