ଯୋଗ୍ୟ ହିତାଧିକାରୀଙ୍କୁ ରାସନ ଚାଉଳ ମିଳୁନି, କିନ୍ତୁ ସରକାର ବ୍ୟାଗ୍ ବାଣ୍ଟିବାରେ ବ୍ୟସ୍ତ। ଏମିତି କିଛି ଅଭିଯୋଗ ଆଣି ତାତିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଡା ପଞ୍ଚାୟତର ଲୋକେ। ଦେଖନ୍ତୁ ପୂରା ରିପୋର୍ଟ।