ଅଦ୍ୟତନ ହୋଇଛି
ପୁଣି ଥରେ ପ୍ରାର୍ଥୀ ବେଣୁ ମଉସା|Benudhar Barik Says About Campaign for Balasore Election|Odisha Reporter
Advertisment
ପୁଣି ଚର୍ଚ୍ଚାରେ ବେଣୁ ମଉସା। ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ପୂରା ସଜବାଜ ହେଲେଣି ବେଣୁଧର ବାରିକ। ସାଇକେଲରେ ଗାଁ ଗାଁ ବୁଲି ନିଜ ସପକ୍ଷରେ ଭାଟ ମାଗିବେ ବୋଲି କହିଛନ୍ତି ବେଣୁ ମଉସା। ପୂର୍ବରୁ ବାଲେଶ୍ଵର ଉପ-ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓରଫ୍ ବେଣୁ ମଉସା। ତେବେ କେମିତି କରିବେ ଫାଇଟ, ଆସନ୍ତୁ ବେଣୁ ମଉସାଙ୍କ ମୁହଁରୁ ଶୁଣିବା...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us