ମାଟିର ପିଲା ଶେଖର ଆଉଟ୍ ଆସୁ ଆସୁ ଭୃଗୁ ଇନ୍ | Odisha Reporter
Advertisment
ବିଜେଡିର ବଡ଼ ଅଜବ ନୀତି, ମାଟିର ପିଲା ଶେଖରଙ୍କୁ ବସାଇ ଭୃଗୁଙ୍କୁ ଟିକେଟ୍ ଦେଲା ଦଳ । ଗତଥର ଚନ୍ଦ୍ରଶେଖର ସାହୁଙ୍କ ସହ ଲଢ଼ି ହାରିଯାଇଥିଲେ ଭୃଗୁ ବକ୍ସିପାତ୍ର । ଏଥର ଆସିଲେ ବିଜେଡିକୁ ଆଉ କେଇ ଘଣ୍ଟା ମଧ୍ୟରେ ହୋଇଗଲେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ । ହେଲେ ବର୍ଷ ବର୍ଷ ଧରି ବିଜେଡି ପାଇଁ ଖଟିଥିବା ନେତା ଖୁସି ନା ନିରାଶ ତାହା ସମୟ କହିବ। ଟିକେଟ ବଦଳରେ ଦଳ ଶେଖରଙ୍କୁ ମେନିଫେଷ୍ଟୋ କମିଟିର ମୁଖ୍ୟ କରିଛି। ବିଜେପିରୁ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଲଢ଼ିବେ ବିଜେଡିର ଭୃଗୁ ବକ୍ସିପାତ୍ର । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us