Advertisment

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ

ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ଥିଲା ତୃତୀୟ ଦିନ।

author-image
Manoj Swain

ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ଶେଷ ହୋଇଛି। ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ଥିଲା ତୃତୀୟ ଦିନ। ଝାରସୁଗୁଡାରେ ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ। ପରେ ସେଠାରୁ ଛତିଶଗଡ଼ ଅଭିମୁଖେ ବାହାରିଯାଇଥିଲେ। 

Advertisment
Odisha Congress Rahul Gandhi Bharat Jodo Nyay Yatra