ନାଇଟି ପିନ୍ଧି ଥାନାରେ ବସିବାର ନିର୍ଦ୍ଦେଶ ଅଛି କି ?

ବିଭିନ୍ନ କାର୍ଯ୍ୟକ୍ରମରେ ହଜାର ହଜାର କୋଟି ଖର୍ଚ୍ଚ କରିବାକୁ ସରକାର ପ୍ରସ୍ତୁତ, ହେଲେ ଲୋକଙ୍କୁ ସୁରକ୍ଷା ଦେବାକୁ ସରକାରଙ୍କ ପାଖରେ କ’ଣ ଅର୍ଥର ଅଭାବ ରହିଛି: ବିଜୟ ପଟ୍ଟନାୟକ

Manoj Swain
  • Published: Friday, 20 September 2024
  • Updated: 20 September 2024, 05:57 PM IST

Sports

Latest News

ଭରତପୁର ଥାନାରେ ଘଟିଥିବା ଜଘନ୍ୟ କାଣ୍ଡକୁ ନେଇ ପ୍ରବଳ ବର୍ଷିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ପୁଲିସ୍‌ ଅଧିକାରୀଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନି ବୋଲି ବୋଲି ସେ ପ୍ରଶ୍ନ କରିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos