Advertisment

‘ମୁଁ ସରକାରଙ୍କ ତରଫରୁ ଆସିନି’

କଟକ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ‘ମୁଁ ସରକାରଙ୍କ ତରଫରୁ ଆସିନି ମୁଁ ଭର୍ତ୍ତୃହରି ମହତାବ ହିସାବରେ ଦେଖିବାକୁ ଆସିଛି'

author-image
Manoj Swain

ଶୁକ୍ରବାର ଅପରାହ୍ନରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ଆଇଓସିଏଲ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ପାଇକ ସଂଗଠନର କର୍ମକର୍ତ୍ତା ମାନଙ୍କୁ ନେଇ ଖୋର୍ଦ୍ଧାର ବରୁଣେଇ ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥାନରେ ପହଞ୍ଚି ପ୍ରକଳ୍ପର ସମିକ୍ଷା କରିଥିଲେ । ଏହି ଅବସରରେ ସାଂସଦ ଭର୍ତ୍ତୃହରି କହିଥିଲେ ‘ମୁଁ ସରକାରଙ୍କ ତରଫରୁ ଆସିନି ମୁଁ ଭର୍ତ୍ତୃହରି ମହତାବ ହିସାବରେ ଦେଖିବାକୁ ଆସିଛି' ।

Advertisment
Odisha Bhartruhari Mahtab