ଅସମ୍ଭବ ସୁରକ୍ଷା ବ୍ୟବସ୍ଥା, ମାଳ ମାଳ ପୋଲିସ। ହେଲିପ୍ୟାଡରୁ ସଭାମଞ୍ଚ ଶକ୍ତ ବ୍ୟାରିକେଡ। ତଥାପି କେମିତି କାଳି ଧରି ଡେଇଁ ପଡ଼ିଲେ ? ସଚିବଙ୍କ ମୁହଁକୁ ସିଧା କେମିତି ଭାସ୍କର ଫୋକସ କଲେ ? ଏ ଭାସ୍କର ବିଜେଡିର ନା ଅସନ୍ତୁଷ୍ଟ ଗୋଷ୍ଠୀର ? ଏ କାଳିମାଡ଼ ପ୍ରାୟୋଜିତ ନା ଦଳୀୟ ଆଭ୍ୟନ୍ତରୀଣ ବିବାଦ ?