ବିଧାୟକଙ୍କ ଆଗରେ ନଡିଆ ଭାଙ୍ଗିଦେଲେ ଗାଁ ଲୋକେ | Balasore MLA Ananta Das | Odisha Reporter
ଲୋକାର୍ପଣ କରିବାକୁ ଆସି ହଟହଟା ହେଲେ ବିଜେଡି ବିଧାୟକ ଅନନ୍ତ ଦାସ । ଲୋକାର୍ପଣ ଫଳକରେ ନଡିଆ ପିଟି ଲୋକର୍ପିତ କରିବେ ବୋଲି ସବୁ ବ୍ୟବସ୍ଥା ହୋଇଥିଲା। ବ୍ରାହ୍ମଣ ବେଦ ମନ୍ତ୍ର ବି ପଢୁଥିଲେ। ଯେତେବେଳେ ବିଧାୟକ ଗାଡିରୁ ଓହ୍ଲାନ୍ତି, ତାଙ୍କରି ଆଗରେ ଗାଁ ଲୋକେ ନିଜେ ନିଜେ ନଡିଆ ପିଟିଦେଲେ । ଆଉ ନିଜେ ହିଁ ଉଦଘାଟନ କରିଦେଲେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
