Advertisment

ଲୋକାର୍ପଣ କରିବାକୁ ଆସି ହଟହଟା ହେଲେ ବିଜେଡି ବିଧାୟକ

ନିଜ ନିର୍ବାଚନମଣ୍ଡଳୀରେ ହଟହଟା ହେଲେ ବିଜେଡି ବିଧାୟକ ଅନନ୍ତ ଦାସ ।

ଅଦ୍ୟତନ ହୋଇଛି
Advertisment

ଲୋକାର୍ପଣ କରିବାକୁ ଆସି ହଟହଟା ହେଲେ ବିଜେଡି ବିଧାୟକ ଅନନ୍ତ ଦାସ । ଲୋକାର୍ପଣ ଫଳକରେ ନଡିଆ ପିଟି ଲୋକର୍ପିତ କରିବେ ବୋଲି ସବୁ ବ୍ୟବସ୍ଥା ହୋଇଥିଲା। ବ୍ରାହ୍ମଣ ବେଦ ମନ୍ତ୍ର ବି ପଢୁଥିଲେ। ଯେତେବେଳେ ବିଧାୟକ ଗାଡିରୁ ଓହ୍ଲାନ୍ତି, ତାଙ୍କରି ଆଗରେ ଗାଁ ଲୋକେ ନିଜେ ନିଜେ ନଡିଆ ପିଟିଦେଲେ । ଆଉ ନିଜେ ହିଁ ଉଦଘାଟନ କରିଦେଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe