Advertisment

ବିଦା ହେବେ ଦୁଇ ବିଦ୍ରୋହୀ !

ଛିଡୁନି ଭୁବନେଶ୍ବର ବିଜେଡ଼ି କଳି।

author-image
Manoj Swain

ଛିଡୁନି ଭୁବନେଶ୍ବର ବିଜେଡ଼ି କଳି। ନାଁ ନନେଇ ଅନନ୍ତ ଏବଂ ଅଶୋକ ପଣ୍ଡାଙ୍କୁ ଟାର୍ଗେଟ କଲେ ଦୁଇ କର୍ପୋରେଟର। ସେମାନଙ୍କୁ ବି କାରଣ ଦର୍ଶାଅ ନୋଟିସ ଜାରି କରିବାକୁ କଲେ ଦାବି। କାରଣ ଦର୍ଶାଅ ନୋଟିସ୍ ପରେ ଥମୁନି ବୟାନବାଜି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD