ବିଦା ହେବେ ଦୁଇ ବିଦ୍ରୋହୀ ! || Bhubaneswar BJD Conflict || BMC BJD Corporator || Odisha Reporter
Advertisment
ଛିଡୁନି ଭୁବନେଶ୍ବର ବିଜେଡ଼ି କଳି। ନାଁ ନନେଇ ଅନନ୍ତ ଏବଂ ଅଶୋକ ପଣ୍ଡାଙ୍କୁ ଟାର୍ଗେଟ କଲେ ଦୁଇ କର୍ପୋରେଟର। ସେମାନଙ୍କୁ ବି କାରଣ ଦର୍ଶାଅ ନୋଟିସ ଜାରି କରିବାକୁ କଲେ ଦାବି। କାରଣ ଦର୍ଶାଅ ନୋଟିସ୍ ପରେ ଥମୁନି ବୟାନବାଜି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us