Advertisment

ତେଜିଲା ଭୁବନେଶ୍ବର ବିଜେଡି ବିବାଦ

ବିଶୃଙ୍ଖଳା ପଛରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ହାତ ବୋଲି ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ଦଳର ଦୁଇ ବିଦ୍ରୋହୀ କର୍ପୋରେଟର।

author-image
Manoj Swain

ତେଜିଲା ଭୁବନେଶ୍ବର ବିଜେଡି ବିବାଦ। ରବିବାର ଶଙ୍ଖ ଭବନ ହଙ୍ଗାମା ପରେ ଚାଲିଲା ବ୍ଲେମ୍ ଗେମ୍। ବିଶୃଙ୍ଖଳା ପଛରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ହାତ ବୋଲି ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ଦଳର ଦୁଇ ବିଦ୍ରୋହୀ କର୍ପୋରେଟର। ଅଶୋକ ପଣ୍ଡାଙ୍କ ପାଇଁ ଭୁବନେଶ୍ବର ବିଜେଡିରେ ବିଶୃଙ୍ଖଳା ଦେଖାଦେଉଛି। ଶଙ୍ଖ ଭବନକୁ କାହିଁକି ଜଣେ ବିଜେପି ସଦସ୍ୟଙ୍କୁ ଆଣିଥିଲେ ଅଶୋକ ବୋଲି ପଚାରିବା ସହ ଏନେଇ ଆମେ ସୁପ୍ରିମୋଙ୍କୁ ଅଭିଯୋଗ କରିବୁ ବୋଲି କହିଛନ୍ତି। 

Advertisment
Odisha Bhubaneswar BjD