Advertisment

ମଧ୍ୟ ଭୁବନେଶ୍ୱରରେ ବିଜେଡି ପାଇଁ ବିଜେଡି ଅଡ଼ୁଆ !

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଡାହାଣହାତ ଥିବା ଅମରେଶ ଜେନା ଏବେ ବିଜେଡି ଟିକେଟ୍ ଲବିରେ ।

author-image
Manoj Swain

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଆସନକୁ ନେଇ ଶାସକ ଦଳରେ ଚାଲିଛି ଛକ୍କା ପଞ୍ଝା। ଏହି ଆସନ ପାଇଁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଡାହାଣହାତ ଥିବା ଅମରେଶ ଜେନା ଏବେ ବିଜେଡି ଟିକେଟ୍ ଲବିରେ । । We 4 bbsr ଟିମ୍ ଗଠନ କରି ନୂଆ ପୁରୁଣା ସମସ୍ତ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରୁଛନ୍ତି । ବିଧାୟକଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ବାଇୟାଁଙ୍କ ଗୋଷ୍ଠି । ସେପଟେ ଆମ ଓଡ଼ିଶା ଭୁବନେଶ୍ବର ଦାୟୀତ୍ବରେ ଥିବା ରୁଦ୍ର ସାମନ୍ତରାୟ ବି ଏରିଆ ବୁଲିବା ଆରମ୍ଭ କରି ଦେଇଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar BjD