Advertisment

ଏକାମ୍ର ପ୍ରକଳ୍ପକୁ ନେଇ ତେଜୁଛି ରାଜନୀତି, ବାବୁ-ଅଶୋକ ମୁହାଁମୁହିଁ

ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ ଏକାମ୍ର ବିଧାୟକ ବାବୁ ସିଂ ।

Advertisment

ଏକାମ୍ର ପ୍ରକଳ୍ପକୁ ନେଇ ତେଜିଲା ରାଜନୀତି । ଏକାମ୍ର ବିଧାୟକ ପ୍ରକଳ୍ପର ସମୀକ୍ଷା କରିବା ପରେ ମୁହାଁମୁହିଁ ହୋଇଛନ୍ତି ଅଞ୍ଚଳର ଦୁଇ ନେତା। ବର୍ତ୍ତମାନର ବିଧାୟକ ବାବୁ ସିଂ ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ବ ତଥା ପାର୍କିଂ ସ୍ଥଳର ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ସେନେଇ ସମୀକ୍ଷା କରିଛନ୍ତି। ୧୫ ଏକର ଜାଗାରେ ତିଆରି ହେଉଥିବା ପାର୍କିଂ ସ୍ଥଳ ଓ ସେଥିରେ କେଉଁ ସ୍ଥାନରେ ଭେଣ୍ଡିଂ ଜୋନ୍ ହେବ ସେନେଇ ଓବିସିସି ଅଧିକାରୀଙ୍କ ସହ ଆଲୋଚନା କରିବା ସହ କାମର ତଦାରଖ କରିଛନ୍ତି। ପୂର୍ବ ସରକାର ବିକାଶ ନାଁରେ ଅନେକ ଧ୍ବଂସ କରିଥିବା ଅଭିଯୋଗ କରିବା ସହ ବଡ ଅନିୟମିତତା କଥା ସାମନାକୁ ଆଣିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Lingaraj Temple Ekamra Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe