ଦୁଇ ଦିନ ଭିତରେ ଶାସକ ନେତାଙ୍କ ହୋର୍ଡିଂ ହଟାଅ |MP Demands Removal of Biased New Year Hoardings in the City
ରାଜଧାନୀରେ ହୋର୍ଡିଂ ଲଗାଯିବାକୁ ନେଇ ତେଜିଲା ରାଜନୀତି। ଭୁବନେଶ୍ୱର ସାରା ଲାଗିଥିବା ସବୁ ହୋର୍ଡିଂ ଉଠାଇବାକୁ ଦାବି କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରେସମିଟ୍ କରି ଅପରାଜିତା ଅଭିଯୋଗ କରିଛନ୍ତି, ନୂଆବର୍ଷ ଶୁଭେଚ୍ଛା ପାଇଁ ମନଇଚ୍ଛା ଚାରିଆଡ଼େ ଶାସକ ଦଳର ହୋର୍ଡିଂ ଲଗାଯାଇଛି । ଏହା ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି, ସହର ଖରାପ ଦିଶୁଛି । ତେବେ ନୂଆବର୍ଷ ପରଦିନ ମୋର ସମସ୍ତ ହୋର୍ଡିଂ ବିଏମ୍ସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ହଟାଇଥିବାବେଳେ କାହିଁକି ଏପରି ପାତର ଅନ୍ତର ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us