‘ମୁଁ ରାଜ୍ୟ ସରକାରଙ୍କ ଦୟାରେ ସାଂସଦ ହୋଇନି’

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗସ୍ତକୁ ନେଇ ସୋମବାର ସନ୍ଧ୍ୟାରେ ବିଜେପି ଓ ବିଜେଡି ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ ।

Manoj Swain
  • Published: Tuesday, 26 December 2023
  • Updated: 26 December 2023, 03:34 PM IST

Sports

Latest News

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗସ୍ତକୁ ନେଇ ସୋମବାର ସନ୍ଧ୍ୟାରେ ବିଜେପି ଓ ବିଜେଡି ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ । ପୁଲିସର ହସ୍ତକ୍ଷେପ ପରେ ସାଂସଦଙ୍କ ଗାଡ଼ିକୁ ଲୋକେ ଛାଡ଼ିଥିଲେ ଓ ରାସ୍ତାରୋକ ହଟିଥିଲା। ତେବେ ଏହି ଘଟଣାରେ ଶାସକ ବିଜେଡିକୁ ଚେତାବନୀ ଦେଇଛି ବିଜେପି । ଏଭଳି ହୀନ କାର୍ଯ୍ୟରୁ ନିବୃତ୍ତ ନହେଲେ ବିଜେଡିର ନେତା-ମନ୍ତ୍ରୀଙ୍କୁ ବି ସମାନ ଢଙ୍ଗରେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି । ତେବେ ଏହି ଘଟଣାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos