‘ମୁଁ ସରକାରଙ୍କ ଦୟାରେ ସାଂସଦ ହୋଇନି’ | Odisha Reporter
Advertisment
ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗସ୍ତକୁ ନେଇ ସୋମବାର ସନ୍ଧ୍ୟାରେ ବିଜେପି ଓ ବିଜେଡି ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ । ପୁଲିସର ହସ୍ତକ୍ଷେପ ପରେ ସାଂସଦଙ୍କ ଗାଡ଼ିକୁ ଲୋକେ ଛାଡ଼ିଥିଲେ ଓ ରାସ୍ତାରୋକ ହଟିଥିଲା। ତେବେ ଏହି ଘଟଣାରେ ଶାସକ ବିଜେଡିକୁ ଚେତାବନୀ ଦେଇଛି ବିଜେପି । ଏଭଳି ହୀନ କାର୍ଯ୍ୟରୁ ନିବୃତ୍ତ ନହେଲେ ବିଜେଡିର ନେତା-ମନ୍ତ୍ରୀଙ୍କୁ ବି ସମାନ ଢଙ୍ଗରେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି । ତେବେ ଏହି ଘଟଣାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us