Advertisment

ସାଂସଦଙ୍କୁ ଦେଖି ଗାଁ ଲୋକଙ୍କ ଛାତି କୁଣ୍ଢେମୋଟ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଶାନ୍ତି ପ୍ରସ୍ତାବ ପରେ ଧୀରେ ଧୀରେ ପଦ୍ମକେଶରପୁର ସ୍ଥିତି ସୁଧୁରୁଛି।

Advertisment

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଶାନ୍ତି ପ୍ରସ୍ତାବ ପରେ ଧୀରେ ଧୀରେ ପଦ୍ମକେଶରପୁର ସ୍ଥିତି ସୁଧୁରୁଛି। ମାସେ ପୂର୍ବରୁ ହୋଇଥିବା ଗୋଷ୍ଠୀ ସଂଘର୍ଷ ପରେ ଗାଁ ପୂରା ଖାଁ ଖାଁ ଲାଗୁଥିଲା। ଦେଢ଼ ଶହରୁ ଅଧିକ ଲୋକଙ୍କୁ ପୁଲିସ ବାନ୍ଧି ନେବା ପରେ ପୁରୁଷ ଶୂନ୍ୟ ହୋଇଯାଇଥିଲା। ହେଲେ ସପ୍ତାହେ ପୂର୍ବେ ସାଂସଦଙ୍କ ଅପିଲ ପରେ ଏବେ ଖୁସିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ଲୋକଙ୍କ ଖୁସି କହିଲେ ନସରେ।

Advertisment
Odisha Bhubaneswar Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe