ଫାଇଭ-ଟିକୁ ଅପରାଜିତାଙ୍କ କଟାକ୍ଷ: ହ୍ୱାଇ ଦିସ୍ କୋଲାବେରୀ-ଡି

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କର ଏକ୍ସ(ଟ୍ୱିଟର) ହ୍ୟାଣ୍ଡେଲରେ ରାଜ୍ୟ ସରକାରଙ୍କ ଫାଇଭ-ଟି ୱେବସାଇଟର ଫଟୋଚିତ୍ରକୁ ପୋଷ୍ଟ କରିଛନ୍ତି।

BJP

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

Ordigital Desk
  • Published: Thursday, 11 April 2024
  • Updated: 11 April 2024, 08:53 PM IST

ନବୀନ ପଟ୍ଟନାୟକ ସରକାରର ବହୁଚର୍ଚ୍ଚିତ ଓ ବହୁଳ ପ୍ରଚାରିତ ‘ଫାଇଭ-ଟି’ ଏବେ ସମ୍ପୂର୍ଣ୍ଣ କୋମାରେ। ରାଜ୍ୟ ସରକାରଙ୍କ ଏହି ‘ଫାଇଭ-ଟି’ ପାଇଁ ଉଦ୍ଦିଷ୍ଟ ୱେବସାଇଟ୍ ୩ଦିନ ଧରି ସମ୍ପୂର୍ଣ୍ଣ ଫାଙ୍କା(ବ୍ଲାଙ୍କ୍‌) ଓ ଏଥିରେ କିଛିବି ଉଲ୍ଲେଖ ନାହିଁ। ଯାହାକୁ କଟାକ୍ଷ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ‘ହ୍ୱାଇ ଦିସ୍ କୋଲାବେରୀ-ଡି’....କହି ଫାଇଭ-ଟିରେ ସର୍ବଶେଷ ରୂପାନ୍ତରଣ କ’ଣ ବୋଲି ପ୍ରଶ୍ନ କରିଛନ୍ତି?

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କର ଏକ୍ସ(ଟ୍ୱିଟର) ହ୍ୟାଣ୍ଡେଲରେ ରାଜ୍ୟ ସରକାରଙ୍କ ଫାଇଭ-ଟି ୱେବସାଇଟର ଫଟୋଚିତ୍ରକୁ ପୋଷ୍ଟ କରିଛନ୍ତି। ଏହି ଫାଇଭ-ଟି ୱେବସାଇଟ ପେଜ୍ ସମ୍ପୂର୍ଣ୍ଣ ଫାଙ୍କା ଦେଖାଯାଉଛି। ଯାହାକୁ ନେଇ ଅପରାଜିତା କଟାକ୍ଷ କରି ଲେଖିଛନ୍ତି ଯେ “ ଫାଇଭ-ଟି ସର୍ବଶେଷ ରୂପାନ୍ତରଣ କ’ଣ? କାହିଁକି ଏ କୋଲାବେରୀ-ଡି’..?

Also Read

ଉଲ୍ଲେଖଯୋଗ୍ୟ, ବିଜେପିର ଅଭିଯୋଗ ପରେ ନିର୍ବାଚନ କମିଶନଙ୍କ ତାଗିଦ୍ ଯୋଗୁ ରାଜ୍ୟ ସରକାର ଗତ ୩ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଫିସର ତାଲିକାରୁ ଫାଇଭି-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ନାଁ ହଟାଇ ଦେଇଥିଲେ। ଏପରିକି ଫାଇଭ-ଟି  ପାଇଁ ଉଦ୍ଦିଷ୍ଟ ସରକାରୀ ୱେବସାଇଟକୁ ମଧ୍ୟ ସରକାର ସମ୍ପୂର୍ଣ୍ଣ ବ୍ଲାଙ୍କ୍ କରିଦେଇଛନ୍ତି। ସେହି ୱେବସାଇଟରେ କୌଣସି ତଥ୍ୟ ନାହିଁ। ସର୍ବଶେଷ ଅପଡେଟ୍ ଏପ୍ରିଲ ୮ତାରିଖରେ ହୋଇଥିବା ଦର୍ଶାଯାଇଛି।

ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ ବ୍ୟବସ୍ଥାକୁ ବିରୋଧୀ ଦଳ ବିଭିନ୍ନ ସମୟରେ କଡ଼ା ସମାଲୋଚନା କରି ଆସୁଛନ୍ତି। ଭୁବନେଶ୍ୱରରରୁ ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ନିୟମିତ ଭାବେ ‘ଫାଇଭ-ଟି’ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରି ଆସୁଛନ୍ତି। ରାଜ୍ୟ ସରକାର ନିଜର ସବୁ ବିଭାଗରେ ‘ଫାଇଭ-ଟି’ ମଡେଲକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଫାଇଭ-ଟି ସଚିବ ଓ ପରବର୍ତ୍ତୀ ସମୟରେ ଫାଇଭ-ଟି ଅଧ୍ୟକ୍ଷ ଭାବେ ଭିକେ ପାଣ୍ଡିଆନ ଏହି ସମସ୍ତ ବିଭାଗ ଉପରେ ନିଜର କର୍ତ୍ତୃତ୍ୱ ବିସ୍ତାର କରିଥିଲେ। ମାତ୍ର ନିର୍ବାଚନ କମିଶନଙ୍କ ତାଗିଦ୍ ପରେ ପାଣ୍ଡିଆନଙ୍କ ଫାଇଭ-ଟି ଅଧ୍ୟକ୍ଷ ଭଳି ସରକାରୀ ପଦ ଅକାମୀ ହୋଇପଡ଼ିଛି। ଏହାସହିତ ଫାଇଭ-ଟି ୱେବସାଇଟ୍ ମଧ୍ୟ ଅଚଳ ଅବସ୍ଥାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story