Advertisment

ଭୁବନେଶ୍ୱର ଉତ୍ତର ବିଜେଡିରେ ଦଳୀୟ କନ୍ଦଳ, କିଏ ହାତେଇବ ଟିକେଟ !

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ସୁଶାନ୍ତ ଓ ପ୍ରିୟଦର୍ଶୀଙ୍କ ଭିତରେ ଟିକେଟ ପାଇଁ ଲଢେଇ ଜୋରଦାର ଆରମ୍ଭ ହୋଇଯାଇଛି।

author-image
Manoj Swain

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଗଣ୍ଡରପୁରରେ ବୁଧବାର ଦିନ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ନୂଆବର୍ଷ ବନ୍ଧୁ ମିଳନ ଆଳରେ ଦେଖାଇଛନ୍ତି ତାଙ୍କ ଶକ୍ତି ପଦର୍ଶନ। ଖାଲି ସେତିକି ନୁହେଁ ପ୍ରିୟଦର୍ଶୀ ଖୋଲାଖୋଲି କହିଛନ୍ତି, ସେ ନିର୍ବାଚନ ପାଇଁ ପ୍ରସ୍ତୁତ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Bhubaneswar Odisha