Advertisment

ଝାମ୍ପି ନେଇଯିବ ବିଜେପି !

ବିଜେପି ହାତକୁ ଚାଲିଯିବ କି ରାଜଧାନୀର ଏହି ହଟ ସିଟ ?

author-image
Manoj Swain

ଭୁବନେଶ୍ୱର ଉତ୍ତରରେ କଣ ହେବ ରଣକ୍ଷେତ୍ର ? ବିଜେପି ହାତକୁ ଚାଲିଯିବ କି ରାଜଧାନୀର ଏହି ହଟ ସିଟ ? 2009ରୁ ଏଠାରେ ଲଗାତାର ଭାବରେ ବିଜେପିର ଭୋଟ ହାର ବଢୁଛି। ତଥ୍ୟକୁ ଯଦି ଦେଖାଯାଏ ତେବେ ପ୍ରତି ଟର୍ମରେ ଦଳର ଭୋଟ ହାର ଦୁଇ ଗୁଣା ହୋଇଛି। ବିଜେଡିର ଭୋଟ ହାର କମୁଛି। ଦେଖନ୍ତୁ ପୂରା ରିପୋର୍ଟ ।

Advertisment
Odisha Bhubaneswar Bjp