ବଘେଲ Vs ବଘେଲ: କକା-ପୁତୁରା ମଧ୍ୟରେ କଡ଼ା ଟକ୍କର

ଏଥର ସରକାର ବଦଳିବ ନା ପୁଣି ସମାନ ସରକାର ରହିବ। ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ।

bhupesh-baghel-and-vijay-baghel

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ବିଜେପି ନେତା ବିଜୟ ବଘେଲ।

Madhupriya Mistry
  • Published: Sunday, 03 December 2023
  • Updated: 03 December 2023, 12:07 PM IST

Sports

Latest News

କିଏ ପିନ୍ଧିବ ଛତିଶଗଡ଼ର ମୁକୁଟ? କିଏ ସମ୍ଭାଳିବ ଶାସନ ଭାର? ଏଥର ସରକାର ବଦଳିବ ନା ପୁଣି ସମାନ ସରକାର ରହିବ। ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ। ଏହାରି ଭିତରେ ଛତିଶଗଡ଼ରେ ବଘେଲ ବନାମ ବଘେଲ ଲଢ଼େଇ ଜାରି ରହିଛି। କକା ପୁତୁରା ମଧ୍ୟରେ ଚାଲିଛି କଡ଼ା ଟକ୍କର। ପାଟନ ଆସନରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ପୁତୁରା ବିଜୟ ବଘେଲଙ୍କ ମଧ୍ୟରେ ଜୋର୍‌ଦାର ଫାଇଟ୍‌ ଚାଲିଛି।

ନିଜ ଆସନରେ ପଛୁଆ ଅଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ତାଙ୍କ ଠାରୁ ତାଙ୍କ ପୁତୁରା ବିଜୟ ବଘେଲ ୪୦୭ ଭୋଟ୍‌ରେ ଆଗରେ ଅଛନ୍ତି। ବିଜୟ ବଘେଲ ପୁଣିଥରେ ଭୂପେଶଙ୍କୁ ପଛରେ ପକାଇ ଦେଇଛନ୍ତି। ଗଣତିର ଟ୍ରେଣ୍ଡ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭୂପେଶ ବଘେଲଙ୍କ ୧୩ରୁ ୧୦ ମନ୍ତ୍ରୀ ପଛରେ ଅଛନ୍ତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଭୂପେଶ ବଘେଲ ଆଗରେ ଥିଲେ। 

Also Read

ଉଲ୍ଲେଖଯୋଗ୍ୟ ଯେ, ପାଟନ ହେଉଛି ଛତିଶଗଡ଼ର ସବୁଠାରୁ ଭିଆଇପି ଆସନ। କାରଣ ଏଠାରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଖୋଦ୍‌ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କୁ ଟକ୍କର ଦେବା ପାଇଁ ବିଜେପି ତାଙ୍କର ହିଁ ପୁତୁରା ବିଜୟ ବଘେଲଙ୍କୁ ଏଥର ମୌଦାନକୁ ଓହ୍ଲାଇଛି। ଆଉ କିଛି ସମୟ ପରେ ନିର୍ବାଚନ ଫଳାଫଳ ଆସିଯିବ। ଏଥିରୁ କକା ପୁତୁରା ଉପରେ ଭାରି ପଡୁଛି ନା ପୁତୁରା କକାକୁ ହରାଇ ଆଗକୁ ବଢ଼ୁଛି ତାହା ଜଣାପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story