Advertisment

ଆଗୁଆ ନିର୍ବାଚନ ପାଇଁ ବଡ଼ ଯୋଜନା

ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ? ସରକାରୀ ସ୍ତରରେ ଦେଖାଦେଇଥିବା ତତ୍ପରତାରୁ ଏଭଳି କିଛି ଆଭାସ ଏବେ ସାମ୍ନାକୁ ଆସିଛି। ଡିସେମ୍ବରରେ ନିର୍ବାଚନ କରିବାକୁ ପ୍ରସ୍ତୁତି ଚାଲିଥିବା କଥା ଶୁଣାଯାଉଛି। ସରକାର ମଧ୍ୟ ଏନେଇ ଏକପ୍ରକାର ନିଷ୍ପତ୍ତି ନେଇଥିବା କଥା ଆସୁଛି।

author-image
Debendra Prusty

ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ? ସରକାରୀ ସ୍ତରରେ ଦେଖାଦେଇଥିବା ତତ୍ପରତାରୁ ଏଭଳି କିଛି ଆଭାସ ଏବେ ସାମ୍ନାକୁ ଆସିଛି। ଡିସେମ୍ବରରେ ନିର୍ବାଚନ କରିବାକୁ ପ୍ରସ୍ତୁତି ଚାଲିଥିବା କଥା ଶୁଣାଯାଉଛି। ସରକାର ମଧ୍ୟ ଏନେଇ ଏକପ୍ରକାର ନିଷ୍ପତ୍ତି ନେଇଥିବା କଥା ଆସୁଛି।

Advertisment
Early Election Odisha Election