ପ୍ରଥମ ପ୍ରେସମିଟରେ ପ୍ରଥମ ଟାର୍ଗେଟରେ ନବୀନ | Odisha Reporter
ବିଜୟ ପଟ୍ଟନାୟକ ଦିଲ୍ଲୀରେ ଜଏନ କରି ଆସିଲେ ଆଉ କଂଗ୍ରେସ ଭବନରେ ନବୀନଙ୍କ ଉପରେ ବର୍ଷିଲେ। ସିଧା ପଚାରିଲେ ରାଜ୍ୟରେ ଚାଲିଛି କି ପ୍ରକାଶ ଶାସନ। କି ଶାସନ କରୁଛନ୍ତି ନବୀନ। ଏତେ ସବୁ ବିଭାଗ ତ କାମ କରୁଛନ୍ତି 5-ଟିର ଆବଶ୍ୟକତା କଣ। ଯଦି ସାମ୍ବାଦିକମାନଙ୍କୁ ସଚିବାଳୟ ମନା ତେବେ 5-ଟି ଶାସନ କେମିତି ଚାଲୁଛି ଏଥିରୁ ଜାଣୁନା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
