Advertisment

କଂଗ୍ରେସକୁ ଜୋଶ ଦେବେ ବିଜୟ!

ଦିନେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ, ମୁଖ୍ୟ ଶାସନ ସଚିବ ବି। ନବୀନ ନିବାସରୁ ଥାର୍ଡ ଫ୍ଲୋର ସବୁଠି ଥିଲା ଦବଦବା। ହେଲେ ପରବର୍ତ୍ତୀ ସମୟରେ କାଳଚକ୍ରରେ ଫଶିଗଲେ। ଏବେ ବିରୋଧି ସିଟରେ ବସି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ନେତାଙ୍କୁ କରିବେ ଟାର୍ଗେଟ। ବିଜେଡି, ବିଜେପି ପରେ ରାଜ୍ୟ କଂଗ୍ରେସରେ ଦେଖିବାକୁ ମିଳିବ ଆଇଏଏସ କ୍ରେଜ।

Naveen Patnaik BjD Odisha Odisha Politics Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe