Advertisment

ଦେବୀଙ୍କ ଉପରେ ବର୍ଷିଲେ ବିଜୟ

‘ବଡ଼ମ୍ବାରେ ଦେବୀ ଚଲାଇଥିଲେ ବେପାର ଶାସନ’

author-image
Jitendra Garnayak

କଟକ ଜିଲ୍ଲା ବଡ଼ମ୍ବା ବିଧାନସଭା ଆସନରୁ ୬ ଥର ନିର୍ବାଚିତ ହୋଇଥିବା ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବର୍ତ୍ତମାନର ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା। ସେ କହିଛନ୍ତି ଯେ ତାଙ୍କ (ଦେବୀଙ୍କ) ଉପରେ ଲୋକ ଅତିଷ୍ଠ ହୋଇଯାଇଥିଲେ। ବିଜୁ ଜନତା ଦଳର ନେତା ଯେଉଁମାନେ ସରପଞ୍ଚଳ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଚେୟାରମ୍ୟାନ ଆଦି ହୋଇଥିଲେ, ସେମାନେ ତାଙ୍କ ଉପରେ ସନ୍ତୁଷ୍ଟ ନଥିଲେ। କାରଣ ସେ ବେପାର ଶାସନ ଚଲାଇଥିଲେ। 

Advertisment
Bijay Dalabehera Debiprasad Mishra