Advertisment

କାହିଁ ବିଜୁ, କାହିଁ ନବୀନ!

ବର୍ତ୍ତମାନ ଏବେ ଚର୍ଚ୍ଚାରେ ବିଜୁ ଲିଗାସି ଏବଂ ନବୀନ ଓଡ଼ିଶା। ବିଜୁ ବାବୁଙ୍କ ଜନ୍ମୋତ୍ସବରୁ ସମସ୍ତେ ଶପଥ ନେଇଛନ୍ତି ନବୀନ ଓଡ଼ିଶା ଗଠନ ପାଇଁ। ତେବେ ବିଜୁ ବାବୁଙ୍କ ସଙ୍ଗେ କାମ କରିଥିବା ଏବଂ ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆମ ସହିତ ବିଜୁ ବାବୁଙ୍କ ସମୟର ଅନୁଭୂତି ବାଣ୍ଟିଛନ୍ତି। ଆଉ କହିଛନ୍ତି ସେ ସମୟରେ କେମିତି ଶାସନ ଥିଲା, କେଉଁମାନେ ଶାସନ କରୁଥିଲେ ଆଉ ଏବେ କିଏ ଶାସନ କରୁଛନ୍ତି। ବିଜୁ ବାବୁଙ୍କୁ କାହା ସହିତ ତୁଳନା କରିବା ଉଚିତ ନୁହେଁ ବୋଲି ବିଜୟ କହିଛନ୍ତି। ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ୱାଧୀନ ରାଉତ।

Naveen Patnaik BjD Odisha Odisha Politics Biju Pattanaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe