Advertisment

ବିଜେଡି ପୋଷ୍ଟରରେ ନାହିଁ ବିଜୁଙ୍କ ଫଟୋ

ବିଜେଡି ହୋର୍ଡିଂରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଛବି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିବା ଆରମ୍ଭ କଲେଣି ବିରୋଧୀ।

Advertisment

ଆସୁଛି ନୂଆବର୍ଷ ଆଉ ବାଲେଶ୍ବର ଜିଲ୍ଲାର ବଜାରଘାଟରେ ଲାଗିଛି ବିଜେଡି ନେତାଙ୍କ ବଡ଼ ବଡ଼ ହୋର୍ଡିଂ। କିନ୍ତୁ ହୋର୍ଡିଂରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଛବି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିବା ଆରମ୍ଭ କଲେଣି ବିରୋଧୀ। ଯାହାଙ୍କ ନାଁରେ ଦଳ ଗଠନ ହୋଇଛି ଏବଂ ଯାହାଙ୍କ ଆଦର୍ଶରେ ଦଳର ନେତା ଓ କର୍ମୀ ନିର୍ବାଚନ ଲଢୁଥିଲେ, ବର୍ତ୍ତମାନ ତାଙ୍କୁ ବାଦ ଦେଇ ଦଳର ନେତାମାନେ ରାସ୍ତାଘାଟରେ ବଡ଼ ବଡ଼ ହୋର୍ଡିଂ ମାରିଛନ୍ତି।

Advertisment
BjD Biju Pattanaik Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe