ଗ୍ରାଉଣ୍ଡରେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ନେତା । ବିଭିନ୍ନ ସ୍ଥାନରେ କରୁଛନ୍ତି ଘନ ଘନ ବୈଠକ । ଦଳକୁ ଘାରିଛି ସଂଗଠନ ଚିନ୍ତା। ଆସ୍ଥା ହରାଉଛନ୍ତି ନେତା । ଦୂରଉଛନ୍ତି ଯୁବ ବର୍ଗ। ତେଣୁ ଛାମୁଆ ସଂଗଠନକୁ ମଜବୁତ କରିବାକୁ ବିଜେଡି ଆରମ୍ଭ କରିଛି କସରତ। ଜିଲ୍ଲାରୁ ଜିଲ୍ଲା ବୁଲି ଯୁବ ଓ ଛାତ୍ର କର୍ମୀଙ୍କୁ ଭେଟି ଆଲୋଚନା କରୁଛନ୍ତି ଦଳର ବିଜୁ ଯୁବ ଓ ଛାତ୍ର ଜନତା ସଭାପତି। ଦେଖନ୍ତୁ ପୁରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଏୟାପୋର୍ଟ ନାଁରେ ମାଲକାନଗିରିବାସୀଙ୍କୁ ଭୂଆଁ ବୁଲାଇଥିଲେ ନବୀନ!
ଆର୍ଟିଆଇ ମାଧ୍ୟମରେ DGCAଠାରୁ ମିଳିଥିବା ତଥ୍ୟ ଅନୁସାରେ ମାଲକାନଗିରି ବିମାନବନ୍ଦର ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଅନୁମତି ନାହିଁ।
National
ପୁଅର କଲେଜ ଫି’ ଦେବାକୁ ଭିକ ମାଗିଥିଲେ ମନୀଷ ସିସୋଦିଆ!
‘ମୁଁ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ବିଶ୍ୱସ୍ତ ସିପାହୀ। ମୁଁ ଭାଙ୍ଗିଲି ନାହିଁ କି ଭୟଭୀତ ହେଲି ନାହିଁ।’
Politics
ଜିଲ୍ଲା ପରିଷଦ ବୈଠକରେ ବିଜେଡି-ବିଜେପି ମୁହାଁମୁହିଁ
ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିଷଦ ମୁହାଁମୁହିଁ।
Politics
୨୪ରେ ରାଜଧାନୀରେ ହରତାଳ ପୂର୍ବରୁ ‘ଶଙ୍ଖ ଭବନ’ରେ ହଙ୍ଗାମା
ବୈଠକ ଆରମ୍ଭ ହେବା ପୂର୍ବରୁ ଦେଖାଯାଇଥିଲା ବିଶୃଙ୍ଖଳା ପରିସ୍ଥିତି। ବିଜେଡି କାଉନ୍ସିଲ୍ର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନାଙ୍କୁ ଅନ୍ୟ କାଉନ୍ସିଲରମାନେ ବିରୋଧ କରିଥିଲେ।
Politics
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଚନ୍ଦ୍ରବାବୁଙ୍କୁ 'ମିଛୁଆ' କହିଲେ ଜଗନ
ତିରୁପତି ମନ୍ଦିର ଲଡ଼ୁକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ।