Advertisment

ବିଜେଡି ଛାନିଆ, ଗ୍ରାଉଣ୍ଡରେ ନେତା

ଗ୍ରାଉଣ୍ଡରେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ନେତା ।

Advertisment

ଗ୍ରାଉଣ୍ଡରେ ବିଜୁ ଜନତା ଦଳର ଯୁବ ଓ ଛାତ୍ର ନେତା । ବିଭିନ୍ନ ସ୍ଥାନରେ କରୁଛନ୍ତି ଘନ ଘନ ବୈଠକ । ଦଳକୁ ଘାରିଛି ସଂଗଠନ ଚିନ୍ତା। ଆସ୍ଥା ହରାଉଛନ୍ତି ନେତା । ଦୂରଉଛନ୍ତି ଯୁବ ବର୍ଗ। ତେଣୁ ଛାମୁଆ ସଂଗଠନକୁ ମଜବୁତ କରିବାକୁ ବିଜେଡି ଆରମ୍ଭ କରିଛି କସରତ। ଜିଲ୍ଲାରୁ ଜିଲ୍ଲା ବୁଲି ଯୁବ ଓ ଛାତ୍ର କର୍ମୀଙ୍କୁ ଭେଟି ଆଲୋଚନା କରୁଛନ୍ତି ଦଳର ବିଜୁ ଯୁବ ଓ ଛାତ୍ର ଜନତା ସଭାପତି। ଦେଖନ୍ତୁ ପୁରା ରିପୋର୍ଟ। 

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe