୬ ନେତାଙ୍କୁ ଦାୟିତ୍ୱ: ମାନସଙ୍କୁ ବ୍ରହ୍ମପୁର ଓ ଶ୍ରୀମୟୀ ଭୁବନେଶ୍ୱର ଲୋକସଭା ପର୍ଯ୍ୟବେକ୍ଷକ

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଭାବେ ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି ।

BJD

ବାମରୁ ମାନସ ମଙ୍ଗରାଜ ଓ ଶ୍ରୀମୟୀ ମିଶ୍ର

Ordigital Desk
  • Published: Thursday, 15 June 2023
  • Updated: 15 June 2023, 09:41 PM IST

Sports

Latest News

ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବିଜେଡି ଆଜି ଆଉ ୬ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଭାବେ ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି ।

ସେହିପରି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା ଆସନର ପର୍ଯ୍ୟବେକ୍ଷକ, କୋରେଇ ବିଧାୟକ ଅଶୋକ ବଳଙ୍କୁ ତେଲକୋଇ ବିଧାନସଭା ଆସନର ପର୍ଯ୍ୟବେକ୍ଷକ, ଆଶୀଷ ଚକ୍ରବର୍ତ୍ତୀଙ୍କୁ ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଏବଂ କୁନବିହାରୀ ଦାସଙ୍କୁ ଅନୁଗୁଳ ଜିଲ୍ଲା ସହପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି ।

Also Read

ଉଲ୍ଲେଖଯୋଗ୍ୟ, ବିଜେଡି ଗୋଟିଏପଟେ ୫ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିବା ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ଦେଇଥିବାବେଳେ ଅନ୍ୟପଟେ ଆଜି ଆଉ ଜଣେ ଜିଲ୍ଲା ସଭାପତି (ଭୁବନେଶ୍ୱର) ଶ୍ରୀ ରାଉତଙ୍କୁ ୨ଟି ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି । ଦଳର ନିର୍ଦ୍ଦେଶ ଯୋଗୁ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା(ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ) , ରାଉରକେଲା ଜିଲ୍ଲା ବିଜେଡି ସଭାପତି ଶାରଦା ନାୟକ (ଝାରସୁଗୁଡ଼ା), ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରଫୁଲ୍ଲ ମଲ୍ଲିକ(କଟକ), ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି(ମୟୂରଭଞ୍ଜ), କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ(ନବରଙ୍ଗପୁର)  ଦଳର ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story