ରାଗିଗଲେ ବୋଲି କ’ଣ କାଢ଼ିଦେଲେ କି ? | Odisha Reporter
କାହିଁକି ସୁଲତା ଦେଓ ଆଉଟ୍ ହେଲେ ଆଉ ମାନସ ମଙ୍ଗରାଜ ହେଲେ ଇନ୍ ? ସୁଲତାଙ୍କୁ ବିଜେଡିର ରାଜ୍ୟସଭା ମୁଖ୍ୟ ସଚେତକ ପଦରୁ ହଟାଇ ମାନସଙ୍କୁ କରାଗଲା । ଗାନ୍ଧୀ ଜୟନ୍ତୀରେ ସୁଲତା ଉତ୍ତରୀୟ ପକାଇବା ପରେ ନବୀନ ବିରକ୍ତି ପ୍ରକାଶ କରିଥିଲେ । ଆଉ ସେହି ଭିଡିଓକୁ ନେଇ ଏବେ ସୋଶାଲ୍ ମିଡିଆରେ ଏହା ଏକ କାରଣ ବୋଲି ଅନେକ ଚର୍ଚ୍ଚା । ସାଂସଦ ମାନସ ମଙ୍ଗରାଜ ହେଲେ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ। ସାଂସଦ ସୁଲତା ଦେଓଙ୍କ ସ୍ଥାନରେ ମାନସ ମଙ୍ଗରାଜଙ୍କୁ ବୁଧବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
