Advertisment

ରାଗିଗଲେ ବୋଲି କ’ଣ କାଢ଼ିଦେଲେ କି ?

ସାଂସଦ ମାନସ ମଙ୍ଗରାଜ ହେଲେ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ।

Advertisment

କାହିଁକି ସୁଲତା ଦେଓ ଆଉଟ୍ ହେଲେ ଆଉ ମାନସ ମଙ୍ଗରାଜ ହେଲେ ଇନ୍ ? ସୁଲତାଙ୍କୁ ବିଜେଡିର ରାଜ୍ୟସଭା ମୁଖ୍ୟ ସଚେତକ ପଦରୁ ହଟାଇ ମାନସଙ୍କୁ କରାଗଲା । ଗାନ୍ଧୀ ଜୟନ୍ତୀରେ ସୁଲତା ଉତ୍ତରୀୟ ପକାଇବା ପରେ ନବୀନ ବିରକ୍ତି ପ୍ରକାଶ କରିଥିଲେ । ଆଉ ସେହି ଭିଡିଓକୁ ନେଇ ଏବେ ସୋଶାଲ୍ ମିଡିଆରେ ଏହା ଏକ କାରଣ ବୋଲି ଅନେକ ଚର୍ଚ୍ଚା । ସାଂସଦ ମାନସ ମଙ୍ଗରାଜ ହେଲେ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ। ସାଂସଦ ସୁଲତା ଦେଓଙ୍କ ସ୍ଥାନରେ ମାନସ ମଙ୍ଗରାଜଙ୍କୁ ବୁଧବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ କରିଛନ୍ତି। 

Advertisment
Odisha BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe