Advertisment

କାର୍ଯ୍ୟାନୁଷ୍ଠାନ ଭୟରେ ନରମିଗଲେ ସମୀର !

ବିଜେଡି ଚାପ ଆଗରେ ମୁଣ୍ଡ ନୁଆଁଇ ସମୀର ନିରବ ରହିବାକୁ ଏକରକମ ବାଧ୍ୟ ହୋଇଥିବା ସାଧାରଣରେ ଚର୍ଚ୍ଚା ।

Advertisment

ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ସବୁ ପ୍ରୟାସ ଫେଲ୍ ମାରିଛି । ବିଜେଡି ତାଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ନିମାପଡ଼ା ବିଧାନସଭା ଆସନ ପାଇଁ ଘୋଷିତ ଦଳୀୟ ଟିକେଟର ପୁନର୍ବିଚାର କରିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛି । ଏହାସହିତ ଗତ ଦୁଇଦିନ ତଳେ ସମୀରଙ୍କ ସମର୍ଥନରେ ନିମାପଡ଼ା ବିଜେଡିର ଏକ ବୃହତ୍ ଗୋଷ୍ଠୀ ଦଳରୁ ସମୂହ ଇସ୍ତଫା ଦେବାର ଧମକ ମଧ୍ୟ ଦଳକୁ ପ୍ରଭାବିତ କରିନଥିବା ଜଣାପଡ଼ିଛି । ବିଜେଡି ଚାପ ଆଗରେ ମୁଣ୍ଡ ନୁଆଁଇ ସମୀର ନିରବ ରହିବାକୁ ଏକରକମ ବାଧ୍ୟ ହୋଇଥିବା ସାଧାରଣରେ ଚର୍ଚ୍ଚା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Samir Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe