ବିଜେଡି ମୁଖିଆ ନବୀନଙ୍କୁ ଭେଟିଲେ ବିଭିନ୍ନ ପୌରାଞ୍ଚଳର ନେତା । ବିଜେଡିକୁ ଭୟ ଘାରିଛି କି କାଳେ ଭାଙ୍ଗିଯିବ ପୌର ପରିଷଦ ? ଅନାସ୍ଥା ଆଣି ଫୁଲବାଣୀରେ ବିଜୟ ବାନା ଉଡ଼ାଇଥିଲା ବିଜେଡି । ଏହାପରେ ଜୁନାଗଡ଼ ଏବଂ ଭବାନୀପାଟଣାର ପାଳି । ସେପଟେ ନୀଳଗିରି ପୌରାଧ୍ୟକ୍ଷ ପଦ ଖସିପାରେ ବିଜେଡି ହାତରୁ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଗାଡ଼କଣ ବସ୍ତିକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଅଧଘଣ୍ଟା ରହିବେ
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସନ୍ତାକାଲି ଅହମ୍ମଦାବାଦରୁ ଆସି ସକାଳ ୧୦ଟା ୫୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କଡ଼ାସୁରକ୍ଷା ବଳୟ ମଧ୍ୟରେ ସିଧାସଳଖ ଗାଡ଼କଣ ବସ୍ତିକୁ ଯିବେ ।
Politics
NDA ୩.୦କୁ କାଲି ପୂରିବ ୧୦୦ ଦିନ: ପ୍ରଧାନମନ୍ତ୍ରୀ ଦେଲେ ଏମିତି ବୟାନ
ନରେନ୍ଦ୍ର ମୋଦି ଜୁନ ୯ରେ ରେକର୍ଡ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆସନ୍ତାକାଲି ସେପ୍ଟେମ୍ବର ୧୭ରେ ମୋଦି ୩.୦ ସରକାରକୁ ୧୦୦ ଦିନ ପୂରିବ।
Politics
ରାହୁଲ ଗାନ୍ଧିଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ: ଘୋଷଣା କଲେ ସିନ୍ଦେ ସେନା ବିଧାୟକ
ସଂରକ୍ଷଣକୁ ନେଇ ରାହୁଲ ଗାନ୍ଧି ଆମେରିକାରେ ଦେଇଥିବା ବୟାନ ବିରୋଧରେ ବିଧାୟକ ଗାଏକ୍ୱାଡ ଏପରି ଘୋଷଣା କରିଛନ୍ତି।
Politics
ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି
ବିଜେଡି ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ନାଁରେ ଏତଲା ଦେଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ସମର୍ଥକ ମାନସ ବିଶ୍ବାଳ ।
Politics
ଅନୀଲ ବିଜ ଦାବି କରିବେ ମୁଖ୍ୟମନ୍ତ୍ରୀ ପଦ, ଧର୍ମେନ୍ଦ୍ର ଦେଲେ ଏମିତି ଉତ୍ତର
ଅନୀଲ ବିଜ ବିଜେପି ଟିକେଟରେ ଅମ୍ବାଲା କ୍ୟାଣ୍ଟନମେଣ୍ଟରୁ ୬ ଥର ହରିଆଣା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।