Advertisment

ବିଜେଡିକୁ ଭୟ ଘାରିଛି କି ଭାଙ୍ଗିଯିବ ପୌର ପରିଷଦ ?

ବିଜେଡି ମୁଖିଆ ନବୀନଙ୍କୁ ଭେଟିଲେ ବିଭିନ୍ନ ପୌରାଞ୍ଚଳର ନେତା ।

author-image
Manoj Swain

ବିଜେଡି ମୁଖିଆ ନବୀନଙ୍କୁ ଭେଟିଲେ ବିଭିନ୍ନ ପୌରାଞ୍ଚଳର ନେତା । ବିଜେଡିକୁ ଭୟ ଘାରିଛି କି କାଳେ ଭାଙ୍ଗିଯିବ ପୌର ପରିଷଦ ? ଅନାସ୍ଥା ଆଣି ଫୁଲବାଣୀରେ ବିଜୟ ବାନା ଉଡ଼ାଇଥିଲା ବିଜେଡି । ଏହାପରେ ଜୁନାଗଡ଼ ଏବଂ ଭବାନୀପାଟଣାର ପାଳି । ସେପଟେ ନୀଳଗିରି ପୌରାଧ୍ୟକ୍ଷ ପଦ ଖସିପାରେ ବିଜେଡି ହାତରୁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD