ବର୍ଷକରେ ବିଜେଡିର ଆୟ ୧୪୩% ବଢ଼ିଛି

ଦ୍ୱିତୀୟରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଆୟ ୩୧୯.୫୫ କୋଟିରୁ ୫୧୨.୨୪ କୋଟି ଅର୍ଥାତ୍ ୬୦.୩୩% ବଢ଼ିଛି।

BJD

ବିଜେଡି କାର୍ଯ୍ୟାଳୟ

Ordigital Desk
  • Published: Saturday, 02 December 2023
  • Updated: 02 December 2023, 08:33 PM IST

News Highlights

  • ଆଞ୍ଚଳିକ ଦଳ ଭିତରେ ଆୟ ଓ ସମ୍ପତ୍ତି ବୃଦ୍ଧିରେ ଡିଏମକେ ପରେ ବିଜେଡି
  • ଏଡିଆର ପକ୍ଷରୁ ଆଞ୍ଚଳିକ ଓ ଜାତୀୟ ଦଳର ସମ୍ପତ୍ତି ବୃଦ୍ଧି ନେଇ ରିପୋର୍ଟ
  • ବର୍ଷକରେ ବିଜେପିର ଆୟ ୨୧.୧୭% ଓ କଂଗ୍ରେସର ଆୟ ୧୬.୫୮% ବଢ଼ିଛି

Sports

Latest News

ଆସୋସିସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ ବା ଏଡିଆର ପକ୍ଷରୁ ଦେଶର ପ୍ରମୁଖ ଆଞ୍ଚଳିକ ଦଳଗୁଡ଼ିକର ବାର୍ଷିକ ଆୟ, ବ୍ୟୟ ଓ ସମ୍ପତ୍ତି ବୃଦ୍ଧି ନେଇ ଶନିବାର ତୁଳନାତ୍ମକ ରିପୋର୍ଟ ପ୍ରକାଶ ପାଇଛି। 2020-21 ଓ 2021-22 ଆର୍ଥିକ ବର୍ଷର ବାଲାନସ ଶିଟରୁ ଏହି ତଥ୍ୟ ମିଳିଛି। ଆଞ୍ଚଳିକ ଦଳଗୁଡ଼ିକ ଭିତରେ ସମାଜବାଦୀ ପାର୍ଟିର ଆୟ 2020-21 ତୁଳନାରେ 2021-22ରେ ୫୬୧.୪୬ କୋଟିରୁ ୫୬୮.୩୬ କୋଟିକୁ ବଢ଼ିଛି। ଅର୍ଥାତ୍ ଦଳର ଆୟ ପୂର୍ବ ଅପେକ୍ଷା ବେଶୀ ବଢ଼ିନାହିଁ, ମାତ୍ର ୧.୨୩% ବୃଦ୍ଧି ପାଇଛି। 

ଦ୍ୱିତୀୟରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଆୟ ୩୧୯.୫୫ କୋଟିରୁ ୫୧୨.୨୪ କୋଟି ଅର୍ଥାତ୍ ୬୦.୩୩% ବଢ଼ିଛି। ସେତିକିବେଳେ ବିଜେଡିର ଆୟ 2020-21ରେ ୧୯୪.୪୯ କୋଟି ଥିବାବେଳେ 2021-22ରେ ୪୭୪.୪୨ କୋଟି ହୋଇଛି। ଅର୍ଥାତ୍ ବିଜେଡିର ବାର୍ଷିକ ଆୟରେ ୧୪୩.୯୨% ବୃଦ୍ଧି ଘଟିଛି। 2021-22ରେ ବିଜେଡିର ଋଣ ମାତ୍ର ୧ କୋଟି ୩୬ ଲକ୍ଷ ଥିବାରୁ ବିଜେଡି ପାଖରେ ବଳକା ୪୭୩. ୦୬ କୋଟି ଟଙ୍କାର ସମ୍ପତ୍ତି ରହିଥିବା ଜଣାପଡ଼ିଛି। ସେହିପରି ଡିଏମକେର ଆୟର ୨୦୨୦-୨୧ରେ ୧୧୫.୭୦ କୋଟି ଥିବା ବେଳେ ୨୦୨୧-୨୨ରେ ଆୟ ୩୯୯.୦୫ କୋଟି ହୋଇଥିଲା। ଏହାର ଅର୍ଥ ଦଳର ଆୟ ବର୍ଷକରେ ୨୪୪.୮୮% ବୃଦ୍ଧି ପାଇଛି। 

Also Read

ଅନ୍ୟପଟରେ ସେପଟେମ୍ବର ୪ ତାରିଖରେ ଏଡିଆର ପକ୍ଷରୁ ୮ଟି ଜାତୀୟ ଦଳର ଏଭଳି ଆୟ, ବ୍ୟୟ ଓ ସଂଚୟ ଉପରେ ରିପୋର୍ଟ ଜାରି କରିଥିଲା ଏଡିଆର। ବିଜେପିର ଆୟ 2020-21ରେ 4990.19 କୋଟି ଟଙ୍କା ଥିବାବେଳେ, 2021-22 ଆର୍ଥିକ ବର୍ଷରେ ଆୟ 6046.81 କୋଟି ଟଙ୍କା ହୋଇଥିଲା। ଅର୍ଥାତ୍ ବର୍ଷକରେ ବିଜେପି ଆୟରେ ମାତ୍ର 21.17% ବୃଦ୍ଧି ପାଇଥିଲା। କଂଗ୍ରେସର ଆୟ 2020-21ରେ 691.11 କୋଟି ଥିବାବେଳେ 2021-22ରେ 805.68 କୋଟି ହୋଇଥିଲା ଯାହାକି ମାତ୍ର 16.58% ଅଧିକ।

କମ୍ପାନୀ ଆକ୍ଟ-2013 ଅନୁଯାୟୀ, ଜଣେ ଅଡିଟରଙ୍କ ଜରିଆରେ କୌଣସି କମ୍ପାନୀ ୫ ବର୍ଷରୁ ଅଧିକ ଅଡିଟ କରିପାରିବେ ନାହିଁ ବୋଲି ନିୟମ ରହିଥିବାବେଳେ ରାଜନୀତିକ ଦଳଗୁଡ଼ିକ ଏଥିରୁ ବର୍ତ୍ତିଯାଉଛନ୍ତି ବୋଲି ଏଡିଆର ଦର୍ଶାଇଛି। ୫ ବର୍ଷରେ ଦଳଗୁଡ଼ିକର ଅଡିଟର ବଦଳାଇବା ଓ ବିଭିନ୍ନ ସମୟରେ ଦଳର ବାଲାନସ ଶିଟ୍ ଯାଞ୍ଚ ନ ହେବା ନେଇ ଏଡିଆର ଉଦବେଗ ପ୍ରକାଶ କରିଛି।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story