ସେଦିନ କାନ୍ଦୁଥିଲେ ଏବେ ପୂରା ସାଇଲେନ୍ସ | Odisha Reporter
ସେଦିନ କଇଁ କଇଁ ହୋଇ କାନ୍ଦୁଥିଲେ ଅଭିନେତ୍ରୀ ଏଲିନା, ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଯିବାକୁ ନେଇ ଭାଙ୍ଗି ପଡୁଥିଲେ । କିନ୍ତୁ ଏବେ ବଲେ ବଲେ ଢାବାକୁ ନେଇ ତାଙ୍କ ନାଁରେ ଆସୁଛି ଅଭିଯୋଗ । ଧର୍ମଶାଳାର ଲୋକେ ଏଲିନାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସୋଶାଲ ମିଡିଆରେ ରିଲସ୍ ଛାଡୁଛନ୍ତି, ବଲେ ବଲେ ନେଇ କିଛି କହୁନାହାନ୍ତି । ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
