Advertisment

ସେଦିନ କାନ୍ଦୁଥିଲେ ଏବେ ପୂରା ସାଇଲେନ୍ସ

ବେଆଇନ୍‌ ଭାବେ ପୂର୍ବତନ ବିଜେଡି ବିଧାୟକ ଢାବା ଚଲାଇବା ପାଇଁ ଏଲିନା ଦାସଙ୍କ ସ୍ୱାମୀଙ୍କୁ ଦେଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।

Advertisment

ସେଦିନ କଇଁ କଇଁ ହୋଇ କାନ୍ଦୁଥିଲେ ଅଭିନେତ୍ରୀ ଏଲିନା, ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଯିବାକୁ ନେଇ ଭାଙ୍ଗି ପଡୁଥିଲେ । କିନ୍ତୁ ଏବେ ବଲେ ବଲେ ଢାବାକୁ ନେଇ ତାଙ୍କ ନାଁରେ ଆସୁଛି ଅଭିଯୋଗ । ଧର୍ମଶାଳାର ଲୋକେ ଏଲିନାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସୋଶାଲ ମିଡିଆରେ ରିଲସ୍ ଛାଡୁଛନ୍ତି, ବଲେ ବଲେ ନେଇ କିଛି କହୁନାହାନ୍ତି । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Jajpur BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe