Advertisment

ଚୋଟ ମାରିଲା ବିଜେଡି

ସୌମ୍ୟ ଆମ୍ପୁଡୁଥିଲେ ବିଜେଡି ଚୋଟ ମାରିଲା। ଘାଇଲା ହୋଇଥିବା ବିଜେଡି ଶେଷରେ କଲା ବଡ଼ ଆକ୍ରମଣ। ପ୍ରଥମେ ନେତାଙ୍କୁ ଲଗାଇ ସୌମ୍ୟଙ୍କୁ ଟାର୍ଗେଟ କରାଗଲା। ପରେ ଉପସଭାପତି ପଦରୁ କାଢ଼ିଲା। ଏହାପରେ ଇଓଡବ୍ଲ୍ୟୁ ପଞ୍ଝା ମାରିଲା। ପୂରା ସୌମ୍ୟ ଓ ତାଙ୍କ ସଂସ୍ଥାକୁ ବଦନାମ କରିବା ପରେ ଦଳରୁ ବିଦା କରାଗଲା। ଏପଟେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ନାଁରେ ଥିଲା ଅନିୟମିତତା ଅଭିଯୋଗ। ଚାଷୀଙ୍କୁ କୃଷି ଯନ୍ତ୍ରପାତି ପ୍ରଦାନ କ୍ଷେତ୍ରରେ ବ୍ୟାପକ ଅନିମୟିତତା ଅଭିଯୋଗ ଆସିଥିଲା ସେଥିପାଇଁ ସେ ବି ବିଦା ହେଲେ। ହେଲେ ଏହା କିନ୍ତୁ ରାଜ୍ୟ ରାଜନୀତିରେ ଏକ ରୋଚକ ପରିସ୍ଥିତି ଛିଡା କରିଛି।

author-image
Debendra Prusty

Naveen Patnaik BjD Soumya Ranjan Patnaik Odisha