ଭୁବନେଶ୍ୱରରେ ବିଜେଡି-ବିଜେପି ମୁହାଁମୁହିଁ: ଅପରାଜିତାଙ୍କ କାନ୍ଥ ଲେଖା ଅଭିଯାନ ଆରମ୍ଭ,ଶ୍ରୀମୟୀ କଲେ କଟାକ୍ଷ

ଅପରାଜିତାଙ୍କ ଏହି କାନ୍ଥ ଲିଖନ ଅଭିଯାନକୁ ବିଜେଡିର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ର କଟାକ୍ଷ କରିଛନ୍ତି

Bhubaneswar

ଶ୍ରୀମୟୀ ,ଅପରାଜିତା

Ordigital Desk
  • Published: Tuesday, 16 January 2024
  • Updated: 16 January 2024, 09:15 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡି ଓ ବିଜେପି ମୁହାଁମୁହିଁ ସ୍ଥିତିରେ । ଉଭୟ ଦଳ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଭୁବନେଶ୍ୱର ଲୋକସଭା ଆସନକୁ ନିଜ ଦଖଲରେ ରଖିବା ପାଇଁ ଜୋରଦାର କସରତ ଆରମ୍ଭ କରିଦେଇଛନ୍ତି । ଭୁବନେଶ୍ୱର ଲୋକସଭାରୁ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜିଠୁ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ କରି ଏହି କାର୍ଯ୍ୟକୁ ଆଗେଇ ନେବାକୁ ନିଜର ଦଳୀୟ ସହକର୍ମୀ ଓ ବନ୍ଧୁମାନଙ୍କୁ ଅନୁରୋଧ କରିଛନ୍ତି । ଆଉ ଅପରାଜିତାଙ୍କ ଏହି କାନ୍ଥ ଲିଖନ ଅଭିଯାନକୁ ବିଜେଡିର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ର କଟାକ୍ଷ କରିଛନ୍ତି । କାନ୍ଥବାଡ଼ରେ ନୁହେଁ ବରଂ ଲୋକଙ୍କ ହୃଦୟରେ ସେ ରହିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

ସୂଚନା ଅନୁସାରେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜିଠୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ କରିଛନ୍ତି । ସେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ନିଜ ଦଳୀୟ ସହକର୍ମୀ ଓ ବନ୍ଧୁମାନଙ୍କୁ ଅନୁରୋଧ କରିଛନ୍ତି । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଆଜି ନିଜେ କାନ୍ଥରେ ବିଜେପିର ଦଳୀୟ ଚିହ୍ନ ପଦ୍ମ ଫୁଲ ଆଙ୍କି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି । ଏହାସହିତ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଂଚଳରେ ପଦଯାତ୍ରା କରି ଭୋଟରଙ୍କୁ ଭେଟିବାରେ ଲାଗିଛନ୍ତି । ଅପରାଜିତା ବିଭିନ୍ନ ଅଂଚଳରେ ପଦଯାତ୍ରା ସହ ଛୋଟ ଛୋଟ ସଭା କରି ଲୋକଙ୍କୁ ଭେଟୁଛନ୍ତି । ‘ଆଉଥରେ ଅପରାଜିତା’ ସ୍ଲୋଗାନ ସହ ବିଜେପି କର୍ମୀମାନଙ୍କ ସହ ବିଭିନ୍ନ ଅଂଚଳକୁ ଯାଇ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବାରେ ଲାଗିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେବଗଡ଼ର କଣ୍ଡଳ ନିକଟରେ କାନ୍ଥ ଲିଖନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ରଙ୍ଗତୁଳୀ ଧରି ପଦ୍ମଫୁଲ ଆଙ୍କି ‘ମୋଦିଙ୍କ ଚିହ୍ନ ପଦ୍ମଫୁଲ’ ବୋଲି ଲେଖିଥିଲେ ।

Also Read

ଅନ୍ୟପକ୍ଷରେ ବିଜେପିର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ତଥା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମ୍ଭାବ୍ୟ ବିଜେଡି ପ୍ରାର୍ଥୀ ଶ୍ରୀମୟୀ ମିଶ୍ର । ଆଜି ଉତ୍ତର ଭୁବନେଶ୍ୱରର ୧୩ନମ୍ବର ୱାର୍ଡରେ ଜନସମ୍ପର୍କ ପଦଯାତ୍ରାବେଳେ ଗଣମାଧ୍ୟମର ପ୍ରଶ୍ନ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀମୟୀ କହିଛନ୍ତି ଯେ, ସେ କାନ୍ଥବାଡ଼ରେ ନୁହେଁ ଲୋକଙ୍କ ହୃଦୟରେ ରହିବାକୁ ଚାହୁଁଛନ୍ତି । କାନ୍ଥରେ କିଏ କ’ଣ ଲେଖୁଛି ଲୋକେ ଦେଖନ୍ତି ନାହିଁ । ଲୋକେ କାମକୁ ଦେଖନ୍ତି । ଲୋକଙ୍କ ହୃଦୟରେ ଯଦି ସ୍ଥାନ ପାଇବେ ତାହା ହିଁ ସବୁଠୁ ବଡ଼ କଥା ।

ଉଲ୍ଲେଖଯୋଗ୍ୟ, ନିଜର ପାରମ୍ପରିକ ଭୁବନେଶ୍ୱର ଲୋକସଭା ଆସନକୁ ବିଜେପି ପାଖରୁ ଛଡ଼ାଇ ଆଣିବା ପାଇଁ ବିଜେଡି ଏବେଠୁ ଜୋରଦାର କସରତ ଆରମ୍ଭ କରିଛି । ନିଜ ଦଳର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଫୁଲ୍ ଦମରେ ମଇଦାନକୁ ଆଣି ପ୍ରତିଦିନ ମାରାଥନ୍ ପଦଯାତ୍ରା ଓ ବାଇକ୍ ରାଲି ଆଦି କରାଉଛି । ‘ଜନସମ୍ପର୍କ ପଦଯାତ୍ରା’ ନାଁରେ ବିଜେଡିର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଶ୍ରୀମୟୀ ଘରକୁ ଘର ବୁଲି ସମର୍ଥନ ଲୋଡ଼ୁଛନ୍ତି । ଶ୍ରୀମୟୀ ପ୍ରାୟ ୩-୪ମାସ ପୂର୍ବରୁ ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । ତେବେ ଭୁବନେଶ୍ୱର-ସେଂଟ୍ରାଲ ବିଧାନସଭା ମଣ୍ଡଳୀକୁ ବାଦ୍ ଦେଇ ଅନ୍ୟ ସବୁ ବିଧାନସଭା ମଣ୍ଡଳୀ(ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର)ରେ ମାରାଥନ୍ ଜନସମ୍ପର୍କ ପଦଯାତ୍ରା କରୁଥିବା ଦେଖିବାକୁ ମିଳିଛି । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଦଳ ପକ୍ଷରୁ ପୁଣିଥରେ ଟିକେଟ୍ ମିଳିବାର ପ୍ରତିଶ୍ରୁତି ମିଳିନଥିବାରୁ ସେ ଦଳୀୟ ସାଂସଦ ପ୍ରାର୍ଥୀ ଶ୍ରୀମୟୀଙ୍କୁ ଅସହଯୋଗ କରୁଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ଅନ୍ୟ ୬ଟି ଯାକ ବିଧାନସଭା ମଣ୍ଡଳୀରେ ସ୍ଥାନୀୟ ବିଧାୟକ ଅବା ନେତାମାନେ ଶ୍ରୀମୟୀଙ୍କ ପାଇଁ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଜଣାପଡ଼ିଛି ।

ତେବେ ଦୁଇ ଦଳ ଏବେସୁଦ୍ଧା ନିଜର ପ୍ରାର୍ଥୀ ଘୋଷଣା ନକରି ମଧ୍ୟ ଯେଉଁଭଳି ଢଙ୍ଗରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ତାହା ଭୁବନେଶ୍ୱରରେ ରାଜନୀତିକ ଉଷ୍ମତା ବଢ଼ାଇ ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story