Advertisment

ବିଜେଡିରେ ଏବେ ବି ରହିଛି ପାଣ୍ଡିଆନଙ୍କ ଦବ୍‌ଦବା !

ବିଜେଡିର ପାଣ୍ଡିଆନ ପ୍ରେମ। ପାଣ୍ଡିଆନ ନିଜେ କହିଥିଲେ ସକ୍ରିୟ ରାଜନୀତିରୁ ସନ୍ୟାସ କଥା। ହେଲେ ସକ୍ରିୟ ରାଜନୀତିରୁ ସିନା ସନ୍ୟାସ ନେଲେ, ହେଲେ ଭିତିରି ରାଜନୀତିରେ ପୂରା ଆକ୍ଟଭି ଭି.କେ ପାଣ୍ଡିଆନ।

author-image
Manoj Swain

ବିଜେଡିର ପାଣ୍ଡିଆନ ପ୍ରେମ। ପାଣ୍ଡିଆନ ନିଜେ କହିଥିଲେ ସକ୍ରିୟ ରାଜନୀତିରୁ ସନ୍ୟାସ କଥା। ହେଲେ ସକ୍ରିୟ ରାଜନୀତିରୁ ସିନା ସନ୍ୟାସ ନେଲେ, ହେଲେ ଭିତିରି ରାଜନୀତିରେ ପୂରା ଆକ୍ଟଭି ଭି.କେ ପାଣ୍ଡିଆନ। ମାତ୍ର 7 ମାସ ସକ୍ରିୟ ରାଜନୀତି କରି ସନ୍ୟାସ ନେଇଥିଲେ ପାଣ୍ଡିଆନ। ତେବେ ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହୋଇଥିଲା। ଦଳ ଲୋକସଭାରେ ଶୂନ ହୋଇଯାଇଥିବା ବେଳେ ବିଧାନସଭାରେ ପରାଜିତ ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Vk Pandian