ବିଜେଡିର ପାଣ୍ଡିଆନ ପ୍ରେମ। ପାଣ୍ଡିଆନ ନିଜେ କହିଥିଲେ ସକ୍ରିୟ ରାଜନୀତିରୁ ସନ୍ୟାସ କଥା। ହେଲେ ସକ୍ରିୟ ରାଜନୀତିରୁ ସିନା ସନ୍ୟାସ ନେଲେ, ହେଲେ ଭିତିରି ରାଜନୀତିରେ ପୂରା ଆକ୍ଟଭି ଭି.କେ ପାଣ୍ଡିଆନ। ମାତ୍ର 7 ମାସ ସକ୍ରିୟ ରାଜନୀତି କରି ସନ୍ୟାସ ନେଇଥିଲେ ପାଣ୍ଡିଆନ। ତେବେ ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହୋଇଥିଲା। ଦଳ ଲୋକସଭାରେ ଶୂନ ହୋଇଯାଇଥିବା ବେଳେ ବିଧାନସଭାରେ ପରାଜିତ ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସମାଧାନ ହେବ କି ମହାନଦୀ ବିବାଦ? ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଚର୍ଚ୍ଚା ବଢ଼ିଲା
ମୁଖ୍ୟମନ୍ତ୍ରୀ ମାଝୀଙ୍କ ଏପରି ବୟାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ମହାନଦୀ ବିବାଦ ପ୍ରସଙ୍ଗ।
Politics
ମୁନ୍ନାଙ୍କ ମୁହଁରେ କିଏ କୁହାଉଛି ?
ନେତା ଓ କର୍ମୀଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଆଶଙ୍କାରେ ବିଜେଡି ! ସଂଗଠନ ତିଷ୍ଠି ରହିବ କି ନାହିଁ ତାକୁ ନେଇ ଭୟଭୀତ ହୋଇପଡ଼ିଛି କି ଦଳ ?
Politics
‘ୱାନ ନେସନ, ୱାନ ଇଲେକ୍ସନ’କୁ ଥାଲାପତି ବିଜୟଙ୍କ ବିରୋଧ
'ଏକ ଦେଶ ଏକ ନିର୍ବାଚନ'କୁ ତାମିଲ ଅଭିନେତା ଥାଲାପତି ବିଜୟଙ୍କ ଦଳର ବିରୋଧ। ମୋଦି ସରକାରଙ୍କ ଯୋଜନାକୁ ବିରୋଧ କରି ସଂକଳ୍ପ ପାରିତ କଲା ତାମିଲଗା ଭେଟ୍ରି କାଝଗମ। ଡିଏମକେ ସରକାରକୁ ବି ଟାର୍ଗେଟ।