Advertisment

ବିଜେଡିକୁ ଦିଲ୍ଲୀ କଂଗ୍ରେସ ଚଳାଉଛି !

୨୪ ନିର୍ବାଚନ ପରେ ରାଜ୍ୟ ରାଜନୀତିରେ ବଦଳିଛି ପାଣିପାଗ।

author-image
Manoj Swain

୨୪ ନିର୍ବାଚନ ପରେ ରାଜ୍ୟ ରାଜନୀତିରେ ବଦଳିଛି ପାଣିପାଗ। ପୂର୍ବରୁ ବିଜେପି ଓ ବିଜେଡି ଭାଇ ଭାଇ ବୋଲି କହି ଆସୁଥିଲା କଂଗ୍ରେସ। ହେଲେ ଏକାକି ଲଢି ସରକାର ଗଠନ କରିବା ପରେ ଏହି ଟ୍ୟାଗ ଆଉ ଏବେ ବିଜେପି ପାଇଁ ଲାଗୁ ହେଉ ନାହିଁ । ବରଂ ଦଳ ଏବେ ଅଭିଯୋଗ କରିଛି କି, ବିଜେଡିକୁ ଦିଲ୍ଲୀ କଂଗ୍ରେସ ଚଳାଉଛି ଓ ରାଜ୍ୟରେ କଂଗ୍ରେସକୁ ଚଳାଉଛି ବିଜେଡି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Congress