Advertisment

ବିଜେପି ଆଡକୁ ଢଳୁଛନ୍ତି ବିଜେଡି କର୍ପୋରେଟର !

ଜଣକ ପରେ ଜଣେ ଅସନ୍ତୁଷ୍ଟ କର୍ପୋରେଟର ଏବେ କାଳେ ବିଜେପି ମୁହାଁ। ଖୋଦ୍‌ ବିଜେଡି କର୍ପୋରେଟର ଅମରେଶ ଜେନା ଏଭଳି ସାଂଘାତିକ ବୟାନ ଦେବାପରେ ଘନେଇଛି ବିଜେଡି ଗୋଷ୍ଠୀ କନ୍ଦଳ।

author-image
Manoj Swain
ଅଦ୍ୟତନ ହୋଇଛି

ଅଶୋକ ପଣ୍ଡାଙ୍କ ଘରେ ମେଳି କରିଛନ୍ତି ବିଏମସିର କିଛି ବିଜେଡି କର୍ପୋରେଟର । ଏଥିରେ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ବି ସାମିଲ ଥିଲେ। ତେବେ ଏହି ମେଳି ପଛରେ ଏକ ବଡ ଷଡ଼ଯନ୍ତ୍ର ଥିବା ଅଭିଯ଼ୋଗ କରିଛନ୍ତି 45 ନମ୍ବର ଓ୍ବାର୍ଡ କର୍ପୋରେଟର ଅମରେଶ ଜେନା। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Bhubaneswar BjD Bjp