Advertisment

ବିଜେପି ଆଡକୁ ଢଳୁଛନ୍ତି ବିଜେଡି କର୍ପୋରେଟର !

ଜଣକ ପରେ ଜଣେ ଅସନ୍ତୁଷ୍ଟ କର୍ପୋରେଟର ଏବେ କାଳେ ବିଜେପି ମୁହାଁ। ଖୋଦ୍‌ ବିଜେଡି କର୍ପୋରେଟର ଅମରେଶ ଜେନା ଏଭଳି ସାଂଘାତିକ ବୟାନ ଦେବାପରେ ଘନେଇଛି ବିଜେଡି ଗୋଷ୍ଠୀ କନ୍ଦଳ।

ଅଦ୍ୟତନ ହୋଇଛି
Advertisment

ଅଶୋକ ପଣ୍ଡାଙ୍କ ଘରେ ମେଳି କରିଛନ୍ତି ବିଏମସିର କିଛି ବିଜେଡି କର୍ପୋରେଟର । ଏଥିରେ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ବି ସାମିଲ ଥିଲେ। ତେବେ ଏହି ମେଳି ପଛରେ ଏକ ବଡ ଷଡ଼ଯନ୍ତ୍ର ଥିବା ଅଭିଯ଼ୋଗ କରିଛନ୍ତି 45 ନମ୍ବର ଓ୍ବାର୍ଡ କର୍ପୋରେଟର ଅମରେଶ ଜେନା। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Bjp BjD Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe