Advertisment

ଭିକ୍ଷାବୃତ୍ତି କରି ଜୀବନ ବିତାଉଛନ୍ତି ବିଜେଡି କାଉନ୍‌ସିଲର

ଭିକ୍ଷାବୃତ୍ତି କରି ଜୀବନ ବିତାଉଛନ୍ତି ବିଜେଡି କାଉନ୍‌ସିଲର ଦୁର୍ଗା ସିଂହ ।

author-image
Manoj Swain

ଭିକ୍ଷାବୃତ୍ତି କରି ଜୀବନ ବିତାଉଛନ୍ତି ବିଜେଡି କାଉନ୍‌ସିଲର ଦୁର୍ଗା ସିଂହ । ସୋର ପୌରପାଳିକାର ୭ ନମ୍ବର ୱାର୍ଡର ପାରାମହଲା ଗାଁରୁ ଆସିଛି ବ୍ୟବସ୍ଥାର ବୀଭତ୍ସ ଚିତ୍ର । ୨୦୨୨ ମାର୍ଚ୍ଚ ମାସରେ ହୋଇଥିବା ପୌର ନିର୍ବାଚନରେ ବିଜେଡି ଦଳ ତରଫରୁ କାଉନସିଲର ଭାବେ ଲଢ଼ି ବିଜୟ ଲାଭ କରିଥିଲେ।

Advertisment
Odisha BjD Balasore